ଓକିଲଙ୍କ ଅକାଳ ବିୟୋଗରେ ଶୋକସଭା

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ଉମରକୋଟର ଓକିଲ ଶ୍ରୀ ନିରଞ୍ଜନ ମଣ୍ଡଳଙ୍କ ଅକାଳ ବିୟୋଗରେ ଆଜି ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଏକ ଶୋକସଭାର ଆୟୋଜନ କରାଯାଇଛି l ଏଥିରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ଆଇନଜିବୀ ନରସିଂହ ନାଥ ତ୍ରିପାଠୀ ସମ୍ପାଦକ ଶ୍ରୀ ତପନ ସିଂଙ୍କ ସହ ସଙ୍ଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ l ଅମର ଆତ୍ମାର ସଦଗତି କାମନା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଓଁ ଶାନ୍ତି ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More