ଏସ୍କ-କ୍ୟାଡର୍ ଶିକ୍ଷକ ମାନଙ୍କର ଜରୁରୀ ବୈଠକ ଅନୁଷ୍ଠିତ

16

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ): – ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡାବୁଗାଁ ଏସ୍କ-କ୍ୟାଡର୍ ଶିକ୍ଷକ ମାନଙ୍କର ଏକ ଜରୁରୀ ବୈଠକ ବଲ୍ଳଭ ନାରାୟଣ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତହୋଇଯାଇଛି l ଉକ୍ତ ବୈଠକରେ ଉପ ସଭାପତି ନରସିଂ ମାଝୀ, ସମ୍ପାଦକ ଜିତେନ୍ଦ୍ର ମାଝୀ. ପ୍ରଦୀପ କୁମାର ପାଢ଼ୀ, ଦୂର୍ଗା ପ୍ରସାଦ ରଥ, ଉଦରଣ ଭତ୍ରl, ସବିତା ଦାଶ, ଡମୁନା ମେହେର ଓ ସମସ୍ତଏସ୍କ-କ୍ୟାଡର୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୩୧-୭-୨୦୨୩ ହେବାକୁ ଥିବା ରାଜ୍ଯ ସ୍ତରୀୟ ରାଲିରେ ଯୋଗ ଦେବା. ନିମ୍ନରେ ପ୍ରଦତ୍ତ ଦାବୀ ଗୁଡିକ ହେଲା:– :୧-ଏସ୍କ-କ୍ୟାଡର୍ ଉଛେଦ। ୨– ଲେପଟ୍ ଆଉଟରେଗୁଲାରିଜେସନସ,୩–ଇନକ୍ରି- ମେଣ୍ଟ ପ୍ରଦାନ,୪– ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ୫–ଓପିଏଲ ଲାଗୁ ଏପରି ୫ ଟି ଦାବୀ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା lପରିଶେଷରେ ସମସ୍ତଙ୍କୁ ନିଜର ହକ୍ ପାଇଁ ଭୁବନେଶ୍ଵର ଯାଇ ରାଲିରେ ଯୋଗ ଦେବା ପାଇଁ ସ୍ଥିର କରା ଯାଇଥିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More