ଏଥର ଭିଜିବ ଦଶହରା

49

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : ଏଥର ଭିଜିବ ଦଶହରା, ଭସାଣି । ଅଷ୍ଟମୀ, ନବମୀରେ ପାଗ ଶୁଖିଲା ରହିବ । ୨୪ ତାରିଖ ଦଶହରାରେ ହାଲୁକା ଓ ୨୫ ତାରିଖ ଭସାଣିରେ ରାଜ୍ୟରେ ବର୍ଷା ପରିମାଣ ଅଧିକ ରହିବା ସମ୍ଭାବନା ରହିବ ବୋଲି ପଣିପାଗ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More