ଋଷିପଡା ଛକରେ ପିକ ଅପ ଭ୍ୟାନ ସହ ୧୦୮ ଆମ୍ବୁଲାନ୍ସ ଧକ୍କା

33

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଘଟଣାରୁ ପ୍ରକାଶ ଯେ କଟକ ନରସିଂହପୁର 65 ତମ ରାଜ୍ୟ ରାଜପଥର ଋଷିପଡା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି । ପିକ ଅପ ଭ୍ୟାନରେ କେନ୍ଦୁପତ୍ର ବୋଝେଇ ହୋଇ ନରସିଂହପୁରରୁ କଟକ ଯାଉଥିବା ସମୟରେ କଟକରେ ରୋଗୀ ଛାଡି 108 ଆମ୍ବୁଲାନ୍ସ ନରସିଂହପୁର ଆସୁଥିବା ସମୟରେ ଋଷିପଡା ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା।।ଘଟଣା ସ୍ଥଳରେ କାନପୁର ପୋଲିସ ପହଂଚି ତାର ତଦନ୍ତ ଜାରି ରଖିଛି। ତେବେ କେନ୍ଦୁପତ୍ର କେଇଠୁ ଆସିଲା ଓ କେଉଁଠିକି ଯିବ ସେ ନେଇ କିଛି ଜଣା ପଡ଼ିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More