ଉପ ନିବଚନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଭୋଟ ଜାରି

16

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – ସରଧା ପୁର ପଂଚାୟତ ରେ ଜୋରଦାର ପ୍ରଚାର ସରିବା ପରେ ଆଜି ଭୋଟ ଜାରି ରହିଛି । ନରସିଂହପୁର ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମ ପଂଚାୟତ ରେ ସରପଞ୍ଚ ପାଇଁ ଉପ ନିର୍ବାଚନ ଆରମ୍ଭ ହୋଇଯାଇଛି।ଗତ କିଛି ଦିନ ତଳେ ସରପଞ୍ଚ ଙ୍କର ମୃତ୍ୟୁ ହୋଇଥିଲା।ଆଜି ନିର୍ବାଚନ ରେ।ଚାରିଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି।4 ହଜାର ଭୋଟର ଆଜି ମତଦାନ କରି ସରପଂଚଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ।ସୁରକ୍ଷାକୁ ଦୃଷ୍ଟିରେ ରଖି 5 ଜଣ ଅଫିସରଙ୍କ ସହିତ 2 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି।ସକାଳ 7 ଟାରୁ ଦିନ 1ଟା ପର୍ଯ୍ୟନ୍ତ ମତଦାନ ଚାଲିବ।ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳା ସହିତ ମତଦାନ ଚାଲିଥିଲା ବେଳେ ଆଠଗଡ଼ SDPO ଓ ତହସିଲିଦାର ଉତେଜନା ପୁର୍ଣ ବୁଥୁ ଉପରେ କଡା ନଜ଼ର ରଖା ଯାଇଛି ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More