କଟକ(ସଂଘର୍ଷ ମିଡିଆ0 : – କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଓ ତିଳକଣା ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାମରେ ଦୁର୍ନୀତିର ଅଭିଯୋଗ ପରେ କଟକ ଜିଲ୍ଲା ଭିଜିଲାନ୍ସ ର ଦୁଇ ଜଣିଆ ଟିମ୍ ଙ୍କ ତଦନ୍ତ ଆରମ୍ଭ। ଦୁଇଟି ପଂଚାୟତରେ ବିଗତ ବର୍ଷ ରେ ସରକାରୀ ଯୋଜନାରେ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ନକରାଯାଇ ବିଲ୍ ହୋଇଥିବା ଅଭିଯୋଗ କିଛି ସ୍ଥାନୀୟ ବାସିନ୍ଦା ଦ୍ଵାରା ଭିଜିଲାନ୍ସ ବିଭାଗ ରେ ହେଇଥିଲା। ଏହାକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ର ଦୁଇ ଜଣିଆ ଟିମ ଏହି ଦୁଇଟି ପଂଚାୟତ କୁ ଆସି ତଦନ୍ତ କରୁଛନ୍ତି।