ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ସ୍ବର୍ଗତ ରାହାସ ବିହାରୀ ମହାନ୍ତିଙ୍କ ଦେହାନ୍ତରେ ଅଶ୍ରୁଳ ଶ୍ରଦ୍ଧଞ୍ଜଳି ସଭା ଅନୁଷ୍ଠିତ
ଗଜପତି(ସଂଘର୍ଷ ମିଡିଆ) : – ଆଜି ତା :୧୦.୧୦.୨୩ ରିଖ ଦିନ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇସାରିଛି। ଜଣେ ସେବା ନିବୃତ୍ତ ଉଚ୍ଚପଦସ୍ଥ ରାଜ୍ୟ ସ୍ତରୀୟ ପୋଲିସ ଅଧିକାରୀ ଭାବେ ସେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ବ। ଜଣେ ବିଶିଷ୍ଟ ଖେଳାଳି ଓଡ଼ିଆ ସାରସ୍ଵତ ଓ ସଂସ୍କୃତି ପ୍ରେମୀ ଥିଲେ। ପାରଳlଖେମୁଣ୍ଡି ଜଣେ ବୁଦ୍ଧିଜୀବୀ ଅନନ୍ୟ ବ୍ୟକ୍ତିତ୍ଵ ଙ୍କୁ ହରାଇଲା କହିଥିଲେ।ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ଅଶ୍ୱିନୀ କୁମାର ପାଢ଼ୀ,ନିତ୍ୟାନନ୍ଦ ଚୌଧୁରୀ,ଭାଗବତ ପାଢ଼ୀ, ସୂର୍ଯ୍ୟନାରାୟଣ ପଟନାୟକ, ଡ. କଲ୍ୟାଣୀ ମିଶ୍ର,ଆସାଲତା ପାଣିଗ୍ରାହୀ,ମୀନା ଟହଲ,ଶଶିଭୂଷଣ ପଟନାୟକ,ମଲିକାର୍ଯୁନ ପଟନାୟକ, ଶରତ ସାହୁ,କୈଳାଶ ପଟନାୟକ ,ପ୍ରଭୃତି ଯୋଗଦାନ କରି ସ୍ୱର୍ଗତ ରାହାସ ବିହାରୀ ମହାନ୍ତି ଙ୍କ ବହୁମୁଖି ପ୍ରତିଭା ବର୍ଣ୍ଣନା କରିଥିଲେ।