ଉତ୍କଳ ଗୋପାଳ ସମାଜ ଓଡିଶା ପକ୍ଷରୁ ଜଳଛତ୍ର ସ୍ଥାପନ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟରେ ଲୋକେ ହନ୍ତସନ୍ତ। ଖରା ପ୍ରକୋପରେ ରାସ୍ତାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉତ୍କଳ ଗୋପାଳ ସମାଜ ତରଫରୁ ଫୁଲନଖରା ଛକରେ କଟକ ଜିଲ୍ଲା ସଭାପତି ଙ୍କ ନେତୃତ୍ୱରେ ଜଳ ଛତ୍ରର ଆୟୋଜନ କରାଯାଇ ଥିଲା । ଏହି ସେବାରେ କଟକ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଧରଣୀଧର ବେହେରା, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା, ଉତ୍କଳ ଗୋପାଳ ସମାଜ ଜଗତ୍ସିଂହପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଛବିଲତା ଦାସ , ଲକ୍ଷେଶ୍ୱର୍ ଯାଦବ ସଭାର ସମ୍ପାଦକ ଶ୍ରୀଯୁକ୍ତ ବଟ କୃଷ୍ଣ ବେହେରା ଯୋଗ ଦେଇଥିଲେ l ପଥଚାରୀ ଜଳଛତ୍ର ପାଇଁ ଉତ୍କଳଗୋପାଳ ସମାଜ ଓଡିଶାର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ସହିତ ପ୍ରଶଂସା କରିଥିଲେ। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More