ଇନ୍ଦ୍ରଗଡ଼ ଜଙ୍ଗଲରେ ସିଆରପିଏଫ ଯବାନ ଓ ନକ୍ସଲ ମୁହାଁ ମୁହିଁ

19

Get real time updates directly on you device, subscribe now.

କନ୍ଧମାଳ ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ସୀମା ଅନ୍ତର୍ଗତ ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ଜଙ୍ଗଲରେ ସିଆରପିଏଫ ଯବାନ ଓ ନକ୍ସଲ ମୁହାଁ ମୁହିଁ ହୋଇଛନ୍ତି ।ଗତ କାଲି ରାତି ଠାରୁ ଅପେରସନ ଜାରି ରହିଛି।କନ୍ଧମାଳ SP ଶ୍ରୀ ବିନୀତ ଅଗ୍ରବାଳଙ୍କ ନେତୃତ୍ୱରେ ଅନେକ ମାଓ ସାମଗ୍ରୀ ଜବତ କରିଛି ସିଆରପିଏଫ ଯବାନ,କିନ୍ତୁ କେତେ ମାଓବାଦୀ ଅଛନ୍ତି ଓ କେତେ ମାଓ ସାମଗ୍ରୀ ଜବତ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ସୂଚନା ମିଳିନାହିଁ। କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More