ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମନଗରର ହାଇଟେକ ପ୍ଲାଜ଼ା ଠାରେ ମହିଳା ଉଚ୍ଚ ମାଧ୍ୟମିକ କର୍ମଚାରୀ ବୃନ୍ଦ ଆସି ମାନ୍ୟବର ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କୁ ପୁଷ୍ପ ଗୁଛ ଦେଇ ସନମ୍ମାନିତ କରି ନୂତନ ବର୍ଷର ଶୁଭେଚ୍ଛା ସହ ଅଭିନନ୍ଦନ ଜାଣେଛନ୍ତି ।