ଆସ ବୁଲିଯିବା ମାଳିକା ବର୍ଣ୍ଣିତ ମଣିନାଗ ଗୁମ୍ଫା

33

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଜରିପଡା ଗ୍ରାମ ପଞ୍ଚାୟତର ଜଳୌକା ପାହାଡ଼ର ମଣି ନାଗ ଗୁମ୍ଫାର ମହିମା ଅପାର ଏହା ମାଳିକା ବର୍ଣ୍ଣିତ ଥିବା ବେଳେ ତ୍ରେତୟା ଯୁଗର ଗୁମ୍ଫା ବୋଲି ପ୍ରମାଣ ଥିବା ବେଳେ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ଙ୍କ ସାଧନା ପୀଠ ସହିତ ଏହି ଗୁମ୍ଫା ଟିର ବାଟ ପାତାଳ ବାଟେ ଯାଜପୁର ବିରଜା କ୍ଷେତ୍ର, ଅମରାବତୀ, ପାରାଦୀପ ର ଉଦୟବଟ, ନେମାଳ ବଟ କୁ ବାଟଥିବା ବେଳେ ପାଣ୍ଡବ ମାନଙ୍କ ଅସ୍ତ୍ରଶସ୍ତ୍ର କୁ ମଣି ନାଗ ଜଗି ଥିବା ପ୍ରମାଣ ମିଳେ । ଏହି ନାଗ ର ଲାଞ୍ଜ ଗାତରେ ଥିବା ବେଳେ ମୁଣ୍ଡ ବିରୂପା ନଦୀରେ ପାଣି ପିଇବା ମଧ୍ୟ ପ୍ରମାଣ ରହିଛି। ଏହି ପିଠଟି ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇଥିବା ବେଳେ ଲୋକ ଲୋଚନକୁ ଆସି ପାରୁ ନାହିଁ।ଏହା ପାହାଡ଼ ମଧ୍ୟ ଭାଗରେ ଅବସ୍ଥିତ ଏଠାକୁ ଆସିବାକୁ ଗମନାଗମନ ସୁବିଧା ମଧ୍ୟ ବହୁତ ଭଲଥିବା ବେଳେ ଏହାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More