ଆସ ବୁଲିଯିବା ଗିରିଧାରୀ ମଠ

18

Get real time updates directly on you device, subscribe now.

କଟକ ଜିଲ୍ଲାର କିଶୋରନଗର ଠାରେ ଅବସ୍ଥିତ ପୁରାତନ ଗିରିଧାରୀ ମଠ /ପ୍ରାୟ 600ରୁ ଉର୍ଦ୍ଧ ହେବ ଏହି ମଠକୁ ଗିରିଧାରୀ ବାବା ସ୍ଥାପନ କରିଥିଲେ । ଏହି ମଠର ଚତୃପାସ୍ୱରେ ବିଭିନ୍ନ ଦେବ ଦେବି ମୃତ୍ତି ସ୍ଥାପନ କରି ପୂଜା ଅର୍ଚନା କରାଯାଏ । ମହାନଦୀ କୂଳ ରେ ଗିରିଧାରୀ ବାବା କ୍ଷୀର ଗଛ ମୂଳରେ ଅବସ୍ଥାନ କରି ଧ୍ୟାନ କରୁଥିଲେ ଓ କ୍ଷୀର ଗଛରୁ କ୍ଷୀର ଆହାରଣ କରୁଥିଲେ /ଏହି ଜଙ୍ଗଲ ଦେଇ ଜେକେହି ଲୋକ ଯାଉଥିଲେ ଗିରିଧାରୀ ବାବାଙ୍କ ନାମ ଧରି ଡାକିଲେ ବାଘ ପାଖରେ ଥିଲେ ମଧ୍ୟ କିଛି କ୍ଷତି କରିନଥାଏ । ବାବାଙ୍କ ଧ୍ୱନି ପ୍ରାୟ ବହୁ ବର୍ଷ ହେବ ଜଳୁଥିବା ଦେଖିବାକୁ ମିଳିଛି । ବିଶ୍ୱାସ ଅଛି ଯେ ଯିଏ ଯେଉଁ ମାନସିକ କରେ ନିଶ୍ଚିତ ପୂରଣ ହୁଏ ବୋଲି ବହୁ ବିଶ୍ୱାସ ରହିଛି । ଏହି ମଠରେ ଅଷ୍ଟପହର ନାମଯଜ୍ଞ ସହ ଯଜ୍ଞ ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇ ଥାଏ / ଆଳି ରାଜା ମଧ୍ୟ ଏହି ମଠକୁ ଆସି ଥାନ୍ତି ବୋଲି ସ୍ଥାନୀୟ ବାସିନ୍ଧା ପ୍ରକାଶ କରିଛନ୍ତି । ଏହା ବହୁ ପ୍ରାଚୀନ ମଠ ହୋଇ ଥିଲେ ମଧ୍ୟ ଏବେ ବି ଲୋକ ଲୋଚନକୁ ଆସିପାରି ନାହିଁ । ଯଦି ବିଭିନ୍ନ ସ୍ତରରେ ଆବଷକୀୟ ପଦକ୍ଷପ ଗ୍ରହଣ କରାଯାଆନ୍ତା ତେବେ ଲୋକ ଲୋଚନକୁ ଆସିପାରନ୍ତା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More