ଆସାରେ ହେବାକୁ ଥିବା ଶିଶୁ ସୁରକ୍ଷା ଓ ଯତ୍ନ ଉପରେ ତାଲିମ ଶିବରରେ ଯୋଗ ଦେବାକୁ ଯାଉଛନ୍ତି ଶିଶୁ ମଙ୍ଗଳ କମିଟି ସଦସ୍ୟ ରବୀନ୍ଦ୍ର ପଧାନ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ୨୧ ଅଗଷ୍ଟ ରୁ ୨ ସେପ୍ଟେମ୍ବର ଗୌହାଟୀ ଆସାରେ ହେବାକୁ ଥିବା ଶିଶୁ ସୁରକ୍ଷା ଓ ଯତ୍ନ ଉପରେ ଏକ ୧୩ ଦିନିଆ ତାଲିମ ଶିବରରେ ଯୋଗ ଦେବାକୁ ଯାଉଛନ୍ତି ଶିଶୁ ମଙ୍ଗଳ କମିଟି ସଦସ୍ୟ ରବୀନ୍ଦ୍ର ପଧାନ ।ଆଗାମୀ ଦିନରେ ଶିଶୁ ଙ୍କ ସର୍ବୋତ୍ତମ ହିତ ଦୃଷ୍ଟରୁ ତାଙ୍କର ଥଇଥାନ ଓ ଯତ୍ନ କୁ ସୁନିଶ୍ଚିତ କରିବାର କୌଶଳ ଶିକ୍ଷା ଲାଭ କରିବେ ତା ଛଡା ତାଲିମ ର ଲବ୍ଧ ଜ୍ଞାନ ଶିଶୁ ମଙ୍ଗଳ କମିଟି ପାଇଁ ସହାୟକ ହୋଇପାରିବ ଶ୍ରୀ ପଧାନଙ୍କୁ ସବୁ ସ୍ତରରେ ତାଙ୍କ ଯୋଗଦାନ ପାଇଁ ପ୍ରଶଂସା ଭାଜନ ହୋଇପାରିଛନ୍ତି !
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More