ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆସନ୍ତା ୪ତାରିଖ ସୁଦ୍ଧା ଉତ୍ତର ବଙ୍ଗେପାସାଗରରେ ଏକ ଳଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୩ରୁ ୬ ତାରିଖ ଭିତରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି।
Get real time updates directly on you device, subscribe now.
Prev Post
ରାଜ୍ୟରେ ଆଜି ଆଉ ୧୬୦୨ ନୂଆ ପଜିଟିଭ୍ ଚିହ୍ନଟ, ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୪୭୯କୁ ବୃଦ୍ଧି
Next Post