ଆସନ୍ତା ୧ ବଢିବ ଦୁଗ୍ଧଜାତୀୟ ଦ୍ରବ୍ୟର ଦର

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଆସନ୍ତା ୧ ବଢିବ ଦୁଗ୍ଧଜାତୀୟ ଦ୍ରବ୍ୟର ଦର। ଛେନା କେଜି ଦର ୨୦ ଟଙ୍କା ବଢି ୧୯୫, ପନିର କେଜି ଦର ୩୦ ଟଙ୍କା ବଢି ୨୫୫ ଏବଂ ଖୁଆ କେଜି ଦର ୬୦ ରୁଟଙ୍କା ବଢି ୩୨୦ ଟଙ୍କା ହୋଇଛି। ଓମଫେଡ କ୍ଷୀର ଏବଂ ଗୋଖାଦ୍ୟ ଦର ବଢୁଥିବାରୁ ଛେନା, ପନିର ଏବଂ ଖୁଆ ଦର ବଢାଇବାକୁ କଟକ ଜିଲ୍ଲା ଦୁଗ୍ଧ ବ୍ୟବସାୟୀ ସଂଘର ନିଷ୍ପତ୍ତି ହୋଇଛି। କଟକରୁ ଢେଙ୍କାନାଳ ଅନୁଗୁଳ ଓ ସମ୍ବଲପୁର ରେଢ଼ାଖୋଲ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଉଥିବା ସ୍ଥାନ ମାନଙ୍କରେ ଏହି ଅନୁପାତରେ ଦରବୃଦ୍ଧି କରାଯିବ ବୋଲି ସଂଘ ସଭାପତି ସୁବାସ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More