ଆସନ୍ତା ୧୪ ରେ ଦୁବାଇରୁ ୨୦୦ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ଵର ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

21

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) ) : ଭାରତ ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଜରିଆରେ ଆସନ୍ତା ୧୪ ତାରିଖ ଦୁବାଇରୁ ଭୁବନେଶ୍ଵରକୁ ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପ୍ରଥମ ବିମାନ । ଏହି ସ୍ବତନ୍ତ୍ର ବିମାନରେ ପ୍ରାୟ ୨୦୦ ପ୍ରବାସୀ ଆସିବେ ବୋଲି ଜଣାପଡିଛି । ପ୍ରବାସୀ ଭାରତୀୟ ଓ ୟୁଏଇରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୨୦୦ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More