ଆସନ୍ତା ସେପ୍ଟେମ୍ବର ମାସରେ ବସିବ ଓଡିଶା ବିଧାନସଭା ଅଧିବେଶନ

12

Get real time updates directly on you device, subscribe now.

ଭୁବନେଶ୍ଵର ( ଏଜେନ୍ସି ) : ଆସନ୍ତା ଓଡିଶା ବିଧାନସଭା ଅଧିବେଶନ ସେପ୍ଟେମ୍ବର ମାସରେ ବସିବ। ଏଥିନେଇ ବିଚାର ବିମର୍ଶ ଚାଲିଛି। ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ବିଧାନସଭା ଅଧିନେବଶ ଅନୁଷ୍ଠିତ ହେବ। ଏହି ଅଧିବେଶନରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More