ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିଏହି କାର୍ଯ୍ୟକ୍ରମ ମୂଖ୍ୟ ଅଥିତି ଭାବେ ଡ. ତିରୁପତି ପାଣିଗ୍ରାହୀ ଜିଲ୍ଲା ପରିଷଦ ଅଧକ୍ଷ ଗାବାରା ତିରୁପତି sdc ଚାଇର୍ ପର୍ସନ ମାରୀୟମ ରାଇତ ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଗୁମ୍ମା ବ୍ଲକ vice ଚାଇରମେନ୍ ଜେମ୍ସ୍ ରାଇକା ଓ ବୁଲୁ ରଇତ ଉପସ୍ତିତ ରହି ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ରୁ ଚର୍ଚ୍ଚ ଓ ମନ୍ଦିର ମାନଙ୍କୁ 5 ଲକ୍ଷ୍ୟ ଲେଖାଏଁ ଟଙ୍କା ପ୍ରୋଦାନ କରଯାଇଥିଲା | ଆଜୀ ବିଜେଡ଼ି ପାର୍ଟି ତରଫରୁ ଗାଇବା ପଞ୍ଚାୟତକୁ ଯାଇ ଅନୁଦାନ ଦୀୟା ଯାଇଥିବା ଚର୍ଚ୍ଚ ଓ ମନ୍ଦର ର ଉଦ୍ଘାଟନ କରାଗଲା ଏହି ଅବସରରେ ଗୁମ୍ମା ବ୍ଲକ ର ବିଡ଼ିଓ ଶରତ କୁମାର ରଥ ଓ ଏଇ ଏବଂ ଗ୍ରାମର ଅନେକ ଲୋକ ଉପସ୍ତିତ ରହିଥିଲେ ,ଆଗାମୀ ଦିନ ରେ ବହୁ ପରିମାଣର ଯୋଜନା ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।