ଆମ ଆଦମୀ ପାର୍ଟି ତରଫରୁ ମାଥିଲି ବ୍ଲକ ଘେରାଉ

18

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ଗ୍ରାମପଞ୍ଚାୟତ ହଳଦୀକୁଣ୍ଡ ଗ୍ରାମରେ ଗତ ମାସକ ମଧ୍ୟରେ ଅଜାଣ ରୋଗରେ ମୃତ୍ୟୁ ମୃତ୍ୟୁ ବରଣ କରୁଥିବା ସ୍ଥଳେ, ଏହାର ସଠିକ ରୋଗର କାରଣ ଜଣାଯାଉ ନାହିଁ । ଏହାକୁ ନେଇ ମାଲକାନଗିରି ଜିଲ୍ଲା ଆମ ଆଦମୀ ପାର୍ଟି ଦ୍ୱାରା ଆଜି ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ ଠାରୁ ଏକ ରେଲି ବାହାରି ଗାଁ ପରିକ୍ରମା କରିବା ସହ ମାଥିଲି ବ୍ଲକ କାର୍ଯାଳୟ ପହିଁଛି, ପାଞ୍ଚ ଦଫା ଦାବୀ ମାଥିଲି ବି. ଡି. ଓ. ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ହଳଦୀ କୁଣ୍ଡ ଗ୍ରାମବାସୀ ମଧ୍ୟ ଯୋଗଦେଇଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More