ଆମେ ବସ୍ତିକୁ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

16

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆସ ଆମେ ବସ୍ତିକୁ ଯିବା କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସେକ୍ଟର -4 ଏ ବ୍ଲକ ବସ୍ତି ପରିଦର୍ଶନ ଅଞ୍ଚଳର ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ | ଅଞ୍ଚଳରେ ଥିବା ବୁଢା, ବୁଢ଼ୀ, ବିଧବା, ଭିନ୍ନକ୍ଷମ ଯେଉଁ ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ କିପରି ସରକାରୀ ସ୍ତରରେ ସାହାଯ୍ୟ କରିହେବ ଏବଂ ଯେଉଁମାନେ ଅର୍ଥ ଅଭାବରୁ ଚିକିଶ୍ଚିତ ନହୋଇ ରୋଗଗ୍ରସ୍ତ ରେ ପଡିରହିଛନ୍ତି ସେମାନଙ୍କୁ କିପରି ସରକାରୀ ସ୍ତରରେ ସାହାଯ୍ୟ କରିହବ ଏବଂ ଅଞ୍ଚଳ ର ଥିବା ବିଭିନ୍ନ ସମସ୍ୟାକୁ କିପରି ସମଧାନ କରିହବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ |ଏହି କାର୍ଯ୍ୟକ୍ରମରେ ମନୋଜ କୁମ୍ଭାର, ସିମାଞ୍ଚଳ ଖଣ୍ଡୁଆଳ, ବିଶ୍ୱରଞ୍ଜନ ରାଉତ, ପ୍ରତାପ ପଟନାୟକ ଉପସ୍ଥିତ ଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More