ଆମର ସରକାର ଉପରେ ଆଉ ଭରସା ନାହିଁ , ଅଭିଯୋଗ ଆଣିଲେ ନିରୀହ ଜନସାଧାରଣ

39

Get real time updates directly on you device, subscribe now.

କନ୍ଧମାଳ (ସଂଘର୍ଷ ମିଡିଆ ) : Grs ବାବୁ ସନ୍ଦୀପ ଦିଗାଲ ବିଭିନ୍ନ ପ୍ରଲୋଭନ ଦେଖେଇ ନିରୀହ ଲୋକଙ୍କ ଟଙ୍କାକୁ ହାରପାର କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ |ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନସ୍ତ ମଣ୍ଡାକିଆ ପଞ୍ଚାୟତରେ 16ଟି ୱାର୍ଡ ଅବସ୍ଥିତ |ଏହି ପଞ୍ଚାୟତ ପାଇଁ ସରକାରଙ୍କ ତରଫରୁ ମାଳ ମାଳ ଯୋଜନା ଆସୁଅଛି କିନ୍ତୁ ଫଳ ଶୂନ୍ୟ ରହିଥିବା ଆଜି ସଂଘର୍ଷ ଟିଭି ରେ ଦେଖା ଦେଇଛି |ଏହି ପଞ୍ଚାୟତ ପାଇଁ ସରକାର ଅନେକ ମନରେଗା କାମ ଯୋଗେଇଦେଉଛନ୍ତି ସତ | କିନ୍ତୁ ନିରୀହ ଗରିବ ଚାଷୀ ଭାଇ, ଭଉଣୀମାନେ ମନରେଗା କାମ ଗୁଡିକ କରି ସାରିଲା ପରେ ପାଉନାହାନ୍ତି ତାଙ୍କ ଦିନ ମୋଜୁରୀ ଟଙ୍କା |ଏନେଇ ଆଜି ମଣ୍ଡାକିଆ ପଞ୍ଚାୟତରେ ସହ ଶ୍ରାଧିକ ଲୋକମାନେ ହୁଁ ହଲା କରୁଥିବା ଦେଖିବାକୁ ମିଳିଛି |ଏହି ବିଶୋ୍ୟକୁ ନେଇ ମଣ୍ଡାକିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶମା ପ୍ରଧାନ,Grs ସନ୍ଦୀପ ଦିଗାଲ,VLW ସାରଙ୍ଗ ଧର ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଣ୍ଡାକିଆ ପଞ୍ଚାୟତର 16ଟି ୱାର୍ଡ ଅଞ୍ଚଳବାସୀ | କିନ୍ତୁ ସରପଞ୍ଚ ସୁଶମା ପ୍ରଧାନ ଏହାକୁ ଅଣଦେଖା କରୁଥିବା ବେଳେ GRS ସନ୍ଦୀପ ଦିଗାଲ ସେହି ନିରୀହ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୁଆଁ ବୁଲଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ |ଏବଂ ସେହି ନିରୀହ ଗରିବ ଲୋକଙ୍କୁ ମନ ଶାନ୍ତି କରିବା ବାହାନାରେ GRS ସନ୍ଦୀପ ଦିଗାଲ ମଣ୍ଡାକିଆ ପଞ୍ଚାୟତର 16ଟି ୱାର୍ଡ କୁ ଯାଇ ବିଭିନ୍ନ ପ୍ରତିଶୃତି ଦେଇ ଆସୁଥିଲେ କିନ୍ତୁ ନିରୀହ ଲୋକଙ୍କ ଦିନ ମୋଜୁରୀ ଅର୍ଥ ସଠିକ ଭାବେ ପ୍ରଦାନ କରୁନଥିଲେ |ବୋହୁ ଦୁଃଖ ଓ ପରୀତାପର ବିଷୟ ଏହିକି ମଣ୍ଡାକିଆ ପଞ୍ଚାୟତରେ ଗତ 2017ମୋଶୀହା ଠାରୁ 2022ମୋଶୀହା ପର୍ଯ୍ୟନ୍ତ ମନରେଗା କାମର କୋଣସି ଅର୍ଥ ପାଉନାହାନ୍ତି ଅଞ୍ଚଳବାସୀ |ଦିନକୁ ଦିନ ଦୁର୍ନୀତି ର କୋଠା ଘର ପାଲଟୁଛି ଏହି ମଣ୍ଡାକିଆ ପଞ୍ଚାୟତ |ନିରୀହ ଲୋକଙ୍କ ମୁହଁରେ ପ୍ରଶ୍ନ ବାଚକ ସୃଷ୍ଟି ହେଉଛି କି ଯଦି ସରକାରଙ୍କର ମନରେଗା କାମ କଲାପରେ ଆସିଥିବା ଅର୍ଥ ମିଳୁନି, ତ ତେବେ ଯାଉଛି କୁଆଡେ ??? |2017ମୋଶୀହା ର ଅର୍ଥ ପାଇନଥିବା ନିରୀହ ଲୋକମାନେ କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦା ଙ୍କୁ ମଧ୍ୟ୍ୟ ଏକ ଲିଖିତ ଆକାରରେ ଅଭିଯୋଗ କରିଥିଲେ କିନ୍ତୁ ନିରୀହ ଲୋକଙ୍କ ଲିଖିତ ଅଭିଯୋଗ ପତ୍ର ଟିକୁ ବେଖାତିର କରିଥିଲେ ଜିଲ୍ଲାପାଳ ଡି. ବୃନ୍ଦା |ଏଠି ଆହୁରି ଗୋଟେ ପ୍ରଶ୍ନ ସୃଷ୍ଟି ହେଉଛି ଯେ କଣ ଜିଲ୍ଲାପାଳ ଡି.ବୃନ୍ଦାଙ୍କୁ ପାଟି ଚୁପ କରିବା ନିମନ୍ତେ ସରକାରୀ କର୍ମଚାରୀମାନେ ଲାଞ୍ଚ ଦେଉଛନ୍ତି କି ???|ଖାଲି ଦେଖିବାକୁ ବାକିରହିଛି ସେହି ନିରୀହ ଲୋକଙ୍କୁ ନ୍ୟାୟ ମିଳିବ କେବେ…|ଲାଜ ଓ ଯୋନିତର ବିଶୋୟ ଏହିଁଯେ ନେତା ମନ୍ତ୍ରୀ ଭାଇ ମାନଙ୍କର କେବଳ ଇଲେକ୍ସନ ବେଳକୁ ହିଁ ନିଦ୍ରା ଭାଙ୍ଗେ |ଅସୁବିଧାରେ ପଡିଥିବା ନିରୀହ ଲୋକଙ୍କ ଦୁଃଖ ବୁଝିବ କିଏ |କଣ ନବୀନ ସରକାର ଥିବା ପର୍ଯ୍ୟନ୍ତ ଏଭଳି ଦୁର୍ନୀତି ସରିବନି କି…???|ଯଦି ସରକାର ଏହି ନିରୀହ ଲୋକମାନକୁ ବେଖାତିର କରନ୍ତି ତେବେ ନିରୀହ ଲୋକ ଭରସା କରିବେ କାହାକୁ |ଏହାର ଜବାବ ଦେବ କିଏ |ଅଞ୍ଚଳବାସୀ ସରକାରଙ୍କ ଦାବି କରିଛନ୍ତି କି ଯଥା ଶୀଘ୍ର ଅର୍ଥ ଯୋଗେଇ ଦିଆନୋଯାଏ ତେବେ ଆଗାମୀ ଦିନମାନଙ୍କରେ ଗରିବ ଚାଷୀ ଭାଇ ଭଉଣୀମାନେ ରାଜ ରାସ୍ତାକୁ ଓଲେହି ଆସିବୁ ବୋଲି | କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନରୁ ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିଉସ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More