ଆଜି ଲୋକେ ଦେଖିଲେ ଚନ୍ଦ୍ରଗ୍ରହଣ

19

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ ) : – ଆଜି ଚନ୍ଦ୍ରଗ୍ରହଣ। ମହାକାଶରେ ମହାଜାଗତିକ ଦୃଶ୍ୟ। ଗୋଟିଏ ସରଳ ରେଖାରେ ଅଛନ୍ତି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷ ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଅପରାହ୍ଣ ୨ଟା୩୮ମିନିଟରୁ ଲାଗିଛି ଗ୍ରହଣ। ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହୋଇଥିଲା। ୧ଘଣ୍ଟା ୧୨ ମିନିଟ ୪୮ ସେକେଣ୍ଡ ଧରି ଦୃଶ୍ୟମାନ ହୋଇଥିଲା ଗ୍ରହଣ। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସହ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More