ଆଜି ଲାଗୁ ହେବ ନାହିଁ ପୁରୀ ସହରରେ ସଟ ଡ଼ାଉନ ନିୟମ

13

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ସହରରେ ଆଜି ସଟ ଡ଼ାଉନ ନିୟମ ଲାଗୁ ହେବ ନାହିଁ। ଗତକାଲି ୧୪୪ ଧାରା ଜାରି କରାଯାଇଥିବାରୁ ମ୍ୟୁନିସିପାଲିଟି ମଧ୍ୟରେ ଥିବା ସମସ୍ତ ଥାନା ଅଧିକାରୀ ମାନଙ୍କୁ ଆଜି ସହରରେ ସଟ ଡ଼ାଉନ ନିୟମ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗ୍ରାମାଚଳରେ ଏହି ସଟ ଡ଼ାଉନ ନିୟମ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ଆଦେଶ ଅନୁଯାୟୀ ଲାଗୁ ରହିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More