ଆଜି ରାଜ୍ୟରେ ୩୨ ଶହ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ

15

Get real time updates directly on you device, subscribe now.

ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ଆଜି ରାଜ୍ୟରେ ୩୨ ଶହ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ ଶହ ୬୧ ଜଣ ସଂକ୍ରମିତ ଥିବା ବେଳେ ୧୩ଶହ ୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୧୬ ହଜାର ୬୭୮ରେ ପହଚିଂଛି । ସେହିପରି ୨୪ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରଭ ୩୮୪ ଜଣ, ମୟୁରଭଂଜରୁ ୧୩୪ ଜଣ,ବରଗଡ଼ରୁ ୧୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୩୮ଜଣ, ପୁରୀରୁ ୨୩୫, ଯାଜପୁରରୁ ୨୩, ବାଲେଶ୍ୱରରୁ ୯, ଗଂଜାମରୁ ୯୭, ରାୟଗଡ଼ରୁ ୧୬୯, ନୟାଗଡ଼ରୁ ୭୦, ଅନୁଗୁଳରୁ ୬୦, ବଲାଙ୍ଗୀରରୁ ୪୩, ବୌଦ୍ଧରୁ ୪୪, ଦେଓଗଡ଼ ୨୩, ଢ଼େଙ୍କାନାଳରୁ ୧୮, ଗଜପତିରୁ ୧୮, ଜଗତସିଂହପୁରରୁ ୬୬, ଝାରସୁଗୁଡ଼ା ୩୭, କଳାହାଣ୍ଡି ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୭, କୋରାପୁଟରୁ ୮୩, ମାଲକାନଗିରିରୁ ୧୭, ନବରଙ୍ଗପୁରରୁ ୮୫, ନୂଆପଡ଼ାରୁ ୪୦, ସମ୍ବଲପୁରରୁ ୮୦, ସୋନପୁରରୁ ୬୬, ସୁନ୍ଦରଗଡ଼ରୁ ୧୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାଏ ୮୭ ହଜାର ୩୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୭୪୩ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More