ଭୁବନେଶ୍ଵର( ସଂଘର୍ଷ ମିଡିଆ ) : ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ଵର ମହନାଗର ନିଗମ(ବିଏମସି) ଅଞ୍ଚଳରେ ୨୧ ପଜିଟିଭ୍ ରହିଛନ୍ତି। ସେଥିରୁ ୧୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।