ଆଜି ବି ମନେପଡେ ଅକ୍ଟୋବର ୨୯,୧୯୯୯ ମହା ବାତ୍ୟାର କରାଳ ବ୍ୟଥା

18

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ) : – ଆଜିବି ଲୋକଙ୍କ ମନରୁ ଲିଭିନି ଅକ୍ଟବେର 29/1999 ମହା ବାତ୍ୟା କଥା l ସମୟ ବଦଳିଛି ହେଲେ ଆଜିବି ଲିଭିନି ଏରସମା ବାସିଙ୍କ ମନରୁ ସେଇ ଅକ୍ଟବେର ୨୯ ବାତ୍ୟାର କରାଳ ରୂପ ଛାୟା ଦେଖିଛି ଏରସମା ବାସି ଅନେକ ଲୋକେ ବେସାରା ହୋଇଛି ତ କାହା ମଥାରୁ ସିନ୍ଦୁର ପୋଛି ଦେଇଧିଲା ତ କାହା ମା କୋଳରୁ ସନ୍ତାନ ଛାଢେଇନେଇଥିଲା l ଏରସମା ବାସି ଦେଖୁଥିଲେ ପ୍ରକୃତିର ତାଣ୍ଡବରୂପ ୨୫୦K. M ପବନ ସାଙ୍ଗକୁ ସମୁଦ୍ର ଜୁଆର ପାଣିରେ ଭାସି ଯାଇଥିଲା l ଅନେକ ଧନ ଜୀବନ ଘଣ୍ଡା ଘଣ୍ଡା ଧରୀ ତାଣ୍ଡବ ରଚିଥିଲା ବାତ୍ୟା l ଦଶ ହଜାରରୁ ଅଧିକ ମୃତ୍ୟୁ ବରଣ କରିଧିବା ବେଳେ କେତେଯେ ପଶୁ ସମ୍ପଦ ନଷ୍ଟ ହୋଇଥିଲା l ଗଡବିଷ୍ଣୁପୁର ପଞ୍ଚାୟତର ନଳଭେଡି ଗ୍ରାମରେ ସର୍ବାଧିକ ୬୭ ଜଣ ପ୍ରାଣ ହରାଇଥିଲେ । ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More