ଆଜି ଚାଷୀଙ୍କ ଆକାଉଣ୍ଟକୁ ଜୀବ ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି

91

Get real time updates directly on you device, subscribe now.

ନୂଆଦିଲ୍ଲୀ(ଏଜେନ୍ସି) : – : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ଯବତମାଲ ଗସ୍ତରେ ଯିବେ। ରାଜ୍ୟରେ ୪୯୦୦ କୋଟିରୁ ଅଧିକ ଟଙ୍କାର ରେଳ, ସଡ଼କ ଓ ଜଳସେଚନ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ମୋଦି। ପ୍ରଧାନମନ୍ତ୍ରୀ ୟବତମାଲରୁ ଏକ ସାଧାରଣ ସଭାରେ ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ସ୍ୱରୂପ ୨୧ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଯବତମାଲଠାରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ମହାରାଷ୍ଟ୍ରର ୫.୫ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮୨୫ କୋଟି ଟଙ୍କାର ରିଭ୍ଲଭିଂ ପାଣ୍ଠି ପ୍ରଦାନ କରିବେ ମୋଦି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More