ଆଜି କାର୍ତ୍ତିକ ମାସର ଶେଷ ସୋମବାର, ବଳଦେବ ଜୀଉଙ୍କ ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ଆଜି ପବିତ୍ର କାର୍ତିକ ମାସ ଶୁକ୍ଲପକ୍ଷ ଶେଷ ସୋମବାର ଓ ମହାପ୍ରଭୁ ବଳ ଦେବଜୀଉଙ୍କ ଦର୍ଶନ ଲାଭ କରି ବର୍ଷକର ପୁଣ୍ୟ ଅର୍ଜନ କରିବେ ଭକ୍ତ । ସନାତନ ଧର୍ମର ଲୋକେ ପ୍ରତିବର୍ଷ ଏହି କାର୍ତିକ ପୁଣ୍ୟ ମାସକୁ ଚାହିଁ ରହିଥାନ୍ତି । ମାସକ ସାରା ସଖାଳୁ ଉଠି ଗାଧୋଇ ଦେବା ଦେବି ଦର୍ଶନ କରି ପଞ୍ଚୁକ ପାଞ୍ଚ ଦିନ ବୃନ୍ଦାବତୀଙ୍କ ପାଖରେ ମୁରୁଜ ପକାଇ ହବିଷ ଖାଇ ପୁଣ୍ୟ ଅର୍ଜନ କରିଥାଏ । କେବଳ ମଣିଷ ନୁହେଁ ବଗ ବଗୁଲି ମଧ୍ୟ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ବର୍ଜନ କରିଥାଏ । ଆସନ୍ତା କାଲି ବର୍ଷର ଶେଷ ଚନ୍ଦ୍ର ପରାଗ ହୋଇଥିବାରୁ ସଖାଳ ପାଞ୍ଚଟା ସମୟରୁ ହାଣ୍ଡିଛାଡ ବାରଣ ହୋଇଥିବା ବେଳେ ମହାପ୍ରଭୁ ଙ୍କ ନୀତିକାନ୍ତି ମଧ୍ୟ ବନ୍ଦ ରହିବ ତେଣୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ମନ୍ଦିର ମଧ୍ୟରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More