ଆଜିଠୁ +୨ ଅଫଲାଇନ ମୂଲ୍ୟାୟନ

13

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ମୂଲ୍ୟାୟନ ଆରମ୍ଭ ହେବ । ରାଜ୍ୟର ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଳ୍ୟାୟନ କରାଯିବ । ଅଫଲାଇନରେ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ଖାତା ଦେଖା ହେବ। ଏହା ପୂର୍ବରୁ ଜୁନ ପହିଲାରୁ ଅନ୍‌ଲାଇନ ଖାତା ଦେଖା ଜାରି ରହିଛି । ଯୁକ୍ତ ଦୁଇ ମୂଲ୍ୟାୟନରେ ୧୧ ହଜାର ଅଧ୍ୟାପକ ନିୟୋଜିତ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More