ଆଜିଠାରୁ +୨ ଖାତାଦେଖା ଆରମ୍ଭ

13

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) :  ଆଜିଠାରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହୋଇଛି । ରାଜ୍ୟର ୩୪ ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ୍‌ରେ ଖାତା ଦେଖାହେଉଛି । ଅନ୍‌ଲାଇନ୍‌ରେ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯାଉଛି । ସକାଳ ୭ ଟା ୩୦ରୁ ମଧ୍ୟାହ୍ନ ୧୨ ଟା ୩୦ ଏବଂ ଦିନ ଗୋଟାଏ ତିରିଶ ମିନିଟରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ ଚାଲିବ । ପରେ ଅଫ୍ ଲାଇନ୍ ଖାତା ଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More