ଅସୁରେଶ୍ଵରର ରଘୁନାଥ ଜୀଉଙ୍କ ଦଣ୍ଡଯାତ୍ରାରେ ଯୋଗଦେଲେ ବାବା ତପନ ଓଝା

19

Get real time updates directly on you device, subscribe now.

ଭୁବନେଶ୍ବର( ସଂଘର୍ଷ ମିଡିଆ) : – ଅସୁରେଶ୍ଵରର ରଘୁନାଥଜୀଉଙ୍କ ଦଣ୍ଡଯାତ୍ରାରେ ଯୋଗଦେଲେ ବାବା ତପନ ଓଝା ।ମାଆ କୋଚଳାଇଙ୍କ ପୀଠରେ ନୀଳଧବଳ ଅଣାକାର ବାନା ଉତ୍ତୋଳନ ଓ ରାହାସ ପରିବେଷଣ କରାଯାଇଥିଲା । ଏଥିରେ ବହୁ ଭକ୍ତ ଯୋଗଦେଇ ବିଭୁକୃପା ଲାଭ କରିଥିଲେ । ଆନନ୍ଦମାୟ ପରିବେଶ ସାଙ୍ଗକୁ ହଜାର ହଜାର ଭକ୍ତଙ୍କ ସମମଗମ ପରିବେଶକୁ ଦ୍ଵିଗୁଣିତ କରିଥିଲା । ଦୀର୍ଘ ଦିନ ହେବ ବାବା ତପନ ଓଝା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆସୁଛନ୍ତି । ବ୍ଯୁରୋରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More