ଯାଜପୁର (ସଂଘର୍ଷ ମିଡିଆ ) : ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା।ଯାଜପୁର ବରୀ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ରେ ଗତ ୦୪.୦୬.୨୦୨୧ ଘଟିଥିଲା ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ ନେଇ ଘର ପୋଡ଼ିଦେଇଥିଲେ। ଉମେଶ ସେଠି ଓ କାମିନୀ ସେଠି ଅଭିଯୋଗ ଆଣିଥିଲେ ବିଂଝାରପୁର ପୁର ଥାନା ରେ କିନ୍ତୁ ଥାନା ର ଅଧିକାରୀ ଆସି ତନାଘନା କରିଥିଲେ ସତ .। କିନ୍ତୁ ମିଳିପାରିନି ଆଜି ଯାଏ ନ୍ୟାୟ । ସରପଞ୍ଚ କହୁଛନ୍ତି ବୁଝିବି ପରେ କହୁଛନ୍ତି ଏ ବିଷୟରେ ଜାଣିନି । ଏବେ ପ୍ରଶ୍ନବାଚୀ ସୃଷ୍ଟି ହଉଚି ଗ୍ରାମବାସୀ ଙ୍କ ମନରେ। କଣ ପାଇଁ ମିଳୁନି ଅସହାୟ କୁ ସାହା । ତେବେ କଣ ରାଜନୀତି ର ପଶାପାଲିରେ ପଶି ରହିଛି କି ସରକାର ? ତେବେ ଆମ ଖବର ପ୍ରସାରଣ ପରେ କେବେ ମିଳୁଛି ଏହି ଦୁଖୀକୁ ନ୍ୟାୟ ତାହା ଦେଖିବାକୁ ବାକି ରହିଲା । ଯାଜପୁର ଟାଉନରୁ ରିପୋଟର ଶିତିରଞ୍ଜନ ପାଢ଼ୀ ଙ୍କ ରିପୋର୍ଟ।
Get real time updates directly on you device, subscribe now.