ଅମାନିଆ ଦୋକାନୀଙ୍କୁ ଜୋରିମାନା

41

Get real time updates directly on you device, subscribe now.

ଭଦ୍ରକ(ସାହନର୍ସ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବଜାର ମଧ୍ୟରେ ଏକ ଲୁଗା ଦୋକାନୀ କୋଭିଡ ନିୟମ ଉଲଙ୍ଘନ କରି ଦୋକାନ ଖୋଲା ରଖି ବିକ୍ରି କରୁଥିବା ସମୟରେ ଅଚାନକ ତହସିଲଦାର ଓ ତାଙ୍କ ଟିମ୍ ଚଢ଼ାଉ କରି ଦୋକାନକୁ ବନ୍ଦ କରିବା ସହ ଦୁଇ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ନେଇ ସୂଚନା ଦିଆଯାଇଛି । ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More