ଅଭାବ ଅନାଟନ ପାଇଁ ମେଧାବୀ ଛାତ୍ର ଲୋଡିଲେ ଆର୍ଥିକ ସହାୟତ

12

Get real time updates directly on you device, subscribe now.

କେନ୍ଦ୍ରାପଡ଼ା(ସଂଘର୍ଷ ନୀଉଜ): କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ପଞ୍ଚାୟତର ଏକମାଣିଆ ଗ୍ରାମର ଆର୍ଥିକ ଅନାଟନ ଭିତରେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ+୨ କଳାରେ ସୁନାମ ଅର୍ଜନ କରି ଆଳି ଅଞ୍ଚଳର ଉଦାହରଣ ସୃଷ୍ଟି କରିଛନ୍ତି ପରମାନନ୍ଦ ବେହେରା । +୨ ଦିତୀୟ ବର୍ଷର ଫଳାଫଳ ପ୍ରକାଶ ପାଇଥିବା ବେଳେ ପରମାନନ୍ଦ ବେହେରା ସମୁଦାୟ ୫୦୬ ନଂମ୍ବର ରଖି କେନ୍ଦ୍ରାପଡ଼ା ଜିଲ୍ଲାର ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏବେ ଅର୍ଥର ବାଧକ ସାଜିଛି କିନ୍ତୁ ପରମାନନ୍ଦ ପିତା ଦିନ ମଜୁରିଆ ଭାବେ ଗାଁ ଗାଁ ବୁଲି କାର୍ଯ୍ୟ କରିଥିବା ବେଳେ ପରିବାର ସାତଜଣଙ୍କ ବୋଝ ଅସମ୍ଭାଳ ହୋଇପଡିଥିଲା ବେଳେ। ପରମାନନ୍ଦଙ୍କ ପାଠପଢା ବାବଦକୁ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ସମସ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ପରମାନନ୍ଦଙ୍କୁ କେନ୍ଦ୍ରାପଡ଼ା ସ୍ଥିତ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାଇବାକୁ ଆଗେଇ ଆସିଥିଲେ। ଏ ପ୍ରେରିପେକ୍ଷିରେ ଜଦି ସରକାରୀ ଓ ବେସରକାରୀ କ୍ଷେତ୍ରରେ ଯେଉଁ ସହଦୟ ବ୍ୟକ୍ତି ପରମାନନ୍ଦଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି। ଏହି ନଂମ୍ବର ରେ ୮୭୧୫୦୬୫୯୮୮.ଯୋଗାଯୋଗ କରିବା ସହିତ A/C 23488100005433.i f sc code.BARB0KARADA। ଯଦି କେଉଁ ସହଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଏହି ନଂମ୍ବରରେ ସାହାଯ୍ୟ କରିପାରିବେ। ଯଦି ସାହାଯ୍ୟ କରିପାରିବେ ତାହେଲେ ଏହି ନ୍ୟୁଜ୍କୁ ବହୁ ମାତ୍ରାରେ ସେୟାର କରନ୍ତୁ ହୁଏତ ଅନ୍ୟମାନେ ଜାଣିଲେ ହୁଏତ ସାହାଯ୍ୟ ର ହାତ ବଢାଇବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More