ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

30

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ଦେବୀକନ୍ଦଳ ଦୀପଞ୍ଚଳ ଏରଞ୍ଚ ପଂଚାୟତରେ 75ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ସଂଘର ସଭାପତି ପ୍ରେମାନନ୍ଦ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସମ୍ପାଦକ ଦୁଃଶାସନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ।2015 ମସିହାରୁ ଦେବୀକନ୍ଦଳ ଦୀପଞ୍ଚଳ ଏରଞ୍ଚ ପଂଚାୟତରେ ସରକାରୀ ଓ ବେସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ନିଆଳି ବ୍ଲକ ଓ କଣ୍ଟାପଡା ବ୍ଲକର 11ଗୋଟି ପଂଚାୟତର କର୍ମଚାରୀଙ୍କୁ ନେଇ ଗଠନ କରାଯାଇଥିଲା।ଏରଞ୍ଚର ବାସିନ୍ଦା ଗୋପାଳ ମହାପାତ୍ର ନିଜସ୍ୱ ଜମି ଦାନ କରିବାରୁ ସଂଘର ଅଫିସ ତିଆରି କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୁମର ସ୍ଵାଇଁ,ଜଗନ୍ନାଥ ବଡୁ,ଦିଯବର ମହାପାତ୍ର,ବିଷ୍ଣୁ ମହାପାତ୍ର,ରଜନୀକାନ୍ତ ମହାପାତ୍ର,ଭୀମସେନ ସେନାପତି, ଜୟନ୍ତ ସାମନ୍ତରାୟ,ଯୋଗେନ୍ଦ୍ରନାଥ ବରାଳ ପ୍ରମୁଖ ଯୋଗଦେଇଥିଲେ।କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More