ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

15

Get real time updates directly on you device, subscribe now.

ରାଉରକେଲା (ସଂଘର୍ଷ ମିଡିଆ) ” – ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ଜବତ ସହିତ ଜଣେ ଗିରଫ। ସେକ୍ଟର -୧୯, ଜି୨୫୨, ର ଭଡ଼ା ଘରେ ଚାଲିଥିଲା ଏହି ଅସଲି ପରି ଦିଶୁଥିବା ହାଇ ବ୍ରାଣ୍ଡର ନକଲି ମଦ କାରବାର। ବିଶେଷ ସୂତ୍ରରୁ ଖବର ପାଇଅବକାରୀ ପୋଲିସ ଚଢ଼ାଉ କ୍ରମେ ବନ୍ଧମୁଣ୍ଡା ଅଞ୍ଚଳର ଗଙ୍ଗାଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ OD 14 Y2144 ଏକ ସ୍କୁଟି ମଧ୍ୟ ଜବତ୍ କରଯାଇଥିଲା। ଏହି ନକଲି ମଦର ମୂଲ୍ୟ ପ୍ରାୟ 350000ଟଙ୍କା ହେଵ ବୋଲି ଜଣାପଡିଛି । ଅଭିଯୁକ୍ତ ନାରେ ଆଗରୁ ୩ପୋଲିସ୍ କେଶ୍ ଓ ୨ ଟି ଅବକାରୀ କେଶ୍ ଥିବାର ଜଣାପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More