ଅବକାରୀ ଚଢାଉରେ ତିନି ଶହ ଲିଟର ମଦ ଜବତ ଓ ନଅ ଶହ ଲିଟର ମହୁଲ ପୋଚ ନଷ୍ଟ

100

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଥାନା ଅନ୍ତର୍ଗତ ବନ୍ଧକନା ଗ୍ରାମ ପାର୍ଶ୍ଵବର୍ତ୍ତୀ ନାଳ ଅଞ୍ଚଳ ଚଢାଉ କରି କୌଣସି ସ୍ଥାନରେ ଆସାମୀ ନ ଥିବା ଅବସ୍ଥାରେ ତିରିଶି ଲିଟର ମଦ ଜବତ କରିବା ସହ ନଅ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ଥିଲା lଅବକାରୀ ମାମଲା ନମ୍ବର ୨୨୬/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଉକ୍ତ ଚଢାଉ ରେ ଡାବୁଗାଁ ଅବକାରୀ ଥାନା ଅଧିକାରୀ ବୁଲୁ ପାତ୍ର ଙ୍କ ସହ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ରହି ଚଢାଉ ରେ ସହଯୋଗ କରିଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More