ଅପରିଚିତ ଯୁବକଙ୍କ ମୃତ ଦେହ ଉଦ୍ଧାର

16

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସଦର ଥାନା ଗୋକୁଳପୁର ନିକଟ ଚୁଙ୍ଗୁଡ଼ିଆଘାଇ ନଦୀ ପଠାରୁ ଜଣେ ଅପରିଚିତ ଯୁବକଙ୍କ ମୃତ ଦେହ ଉଦ୍ଧାର। ଏହା ଏକ ସୁପରିକଳ୍ପିତ ହତ୍ଯାକାଣ୍ଡ ହୋଇଥିବା ଆଶଙ୍କା। ଯୁବକଙ୍କ ଶରୀରରେ ରହିଛି ଗଭୀର କ୍ଷତଚିହ୍ନ। ଧଳା ଫୁଲ ସାର୍ଟ ଓ ଜିନ୍ସ ପିନ୍ଧିଛନ୍ତି। ନିକଟରେ ପଡିଛି ଏକ ପାଣି ବୋଟଲ। ତେବେ ଏହା କିଭଳି ଓ କେଉଁ ପରିସ୍ଥିତିରେ ଘଟିଛି ଶବ ଜବତ ସହ ଛାନବିନ ଆରମ୍ଭ କରିଛି ସଦର ପୁଲିସ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଟିକନିକ ଅନୁଧ୍ୟାନ କରୁଛି। ତେବେ ଶବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେଉଁ କାରଣରୁ ହୋଇଛି ମୃତ୍ୟୁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More