ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣାକୁ ନେଇ ଧାମନଗର ଥାନାରେ ମହିଳାଙ୍କ ଅଭିଯୋଗ

14

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ମୋ ସ୍ୱାମୀ ଓ ସାଙ୍ଗ ମୋର ଅନ୍ତରଙ୍ଗ ଭିଡିଓକୁ ଭାଇରାଲ କରିି ମୋତେ ବଦନାମ କରୁଛନ୍ତି ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସୂଚନା ଅନୁଯାୟୀ ସାଙ୍ଗ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେବା ଘଟଣାରେ ପୀଡ଼ିତା ମହିଳା ଧାମନଗର ଥାନାରେ ଏକ ଏତଲା ଦେଇଛନ୍ତି। ସ୍ବାମୀ, ସାଙ୍ଗ ଓ ସାଙ୍ଗର ଭାଇ ବିରୋଧରେ ଏତଲା ଦେବା ସହ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମହିଳା ଜଣକ । ଏତଲା ଗ୍ରହଣ କରି ଧାମନଗର ଥାନା ପୋଲିସ ଏକ ମାମଲା ରୁଜୁ କରିଛି ସବଇନସପେକ୍ଟର ମୋନାଲିସା ପ୍ରଧାନଙ୍କୁ ତଦନ୍ତ ଦାଯିତ୍ବ ଦିଆଯାଇଛି ଅନ୍ୟ ପଟେ ଧାମନଗର ଥାନା ଅଞ୍ଚଳର ମହିଳା ଜଣଙ୍କ ଦୀର୍ଘ ଦିନ ହେବ ଏଭଳି ଭାଇରାଲ ଭିଡ଼ିଓକୁ ନେଇ ଭୟଭୀତ ଥିବା ବେଳେ ପୂର୍ବରୁ ମଧ୍ୟ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More