ଅନାମ ବନ୍ଧୁଙ୍କ ସୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ

19

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) -: କେନ୍ଦ୍ରାପଡ଼ା ବ୍ଲକ ପଞ୍ଚାୟତ ସମିତି ଅଦକ୍ଷ ସ୍ବର୍ଗତ ଅନାମ ବନ୍ଧୁ ଧଳ ଙ୍କ ସୃତିରେ ଦ୍ୱିତୀୟ ପୁର୍ଣ୍ୟ ତିଥି ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କେନ୍ଦ୍ରାପଡ଼ା ବିଧ୍ୟାୟକ ଶ୍ରୀ ଶଶୀଭୁଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଜିଲ୍ଲାପରିଷଦ ଶ୍ରୀମତି ଗୀତାଞ୍ଜଳି ସେଠି, ଉତ୍କଳ କେଶରୀ ପରିଡା,ବ୍ଲକ ଅଦକ୍ଷା ରଶ୍ମିତା ସେଠି, ପୂର୍ବତନ ବିଧ୍ୟାୟକ କିଶୋର ଚନ୍ଦ୍ର ତରାଇ,ଭଜ କୃଷ୍ଣ ରାଉତ, ପୂର୍ବତନ ପୋୖରାଧକ୍ଷ ଧିରେନ ସାହୁ, ରାଜେଶ ପଣ୍ଡା ପ୍ରମୁଖ ଉପସ୍ଥିତି ଥିଲେ । ସ୍ବର୍ଗତ ଅନାମ ବନ୍ଧୁ ଜଣେ ପର ଉପକାରୀ ଓ ମିଷ୍ଟ ଭାସି ମଣିଷଟେ ଥିଲେ । କମ ସମୟ ଭିତରେ ଅନେକ କିଛି ତାଙ୍କ ଜୀବନରେ କରିଛନ୍ତି। ସେଠି ପାଇଁ ଆଜି ତାଙ୍କୁ ଝୁରୁଛି କେନ୍ଦ୍ରାପଡ଼ା ମାଟି। ତାଙ୍କ ସୃତି ଉଦ୍ଧେଶ୍ୟରେ ଆଜି ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିରରେ ସୂଚନା ମୁତାବକ 58 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More