ଅଧା ନିର୍ମାଣ ପୋଲରୁ ଖସି ପଡିଲା ସ୍କୁଟି ସହ ଚାଳକ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ନୁନ୍‌ଟିକିରୀ ଗ୍ରାମ ସ୍ଥିତ 55 ନମ୍ବର ଜାତୀୟ ରାଜପଥର ଗନ୍ଧନଦୀ ଵ୍ରୀଜ ତଳକୁ ଖସିପଡିଲା ସ୍କୁଟି ସହ ସ୍କୁଟି ଚାଳକ । ଉକ୍ତ ଘଟଣାର ଖବର ପାଇ ଚୈଦ୍ବାର ଥାନା ପୁଲିସ ଗୁରୁତର ସ୍କୁଟି ଚାଳକକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଥିବା ସ୍କୁଟି ଚାଳକକୁ କଟକ ବଡ଼ମେଡିକାଲକୁ ପଠାଇଥିଲେ। ସ୍କୁଟି ଚାଳକ ପରିତୟ ଜଣାପଡିନାହିଁ । ରାସ୍ତା ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏବଂ ନୂତନ ବ୍ରୀଜ ନିର୍ମାଣ ର ବ୍ଯାରିକେଟ ନ ଥିଵାରୁ ଭାରସମ୍ଯ ହରାଇ ଚାଳକ ଜଣକ ସିଧାସଳଖ ନଦୀ ଭିତରକୁ ଖସିପଡିଥିଲେ। ଅଧା ନିର୍ମାଣ ପିଲର ଉପରେ ସ୍କୁଟି ଟି ପାଣି ଭିତରେ ପଡିରହିଥିଲା। ଉକ୍ତ ଘଟଣାର ତଦନ୍ତ ଚୌଦ୍ୱାର ଥାନା ପୋଲିସ ଜାରି ରଖିଛନ୍ତି। ତୁରନ୍ତ ଵ୍ରୀଜ ର୍ନିମାଣ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More