ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି, ଶ୍ରୀଅଲାରନାଥ ଦେବଙ୍କ ଦର୍ଶନ ପାଇଁ ଭିଡ

29

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଘରେ ଗୁପ୍ତସେବା ଆରମ୍ଭ ହୋଇଛି । ଏହି ସମୟରେ ସର୍ବସାଧାରଣ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ଉପରେ କଟକଣା ରହିଛି । ଶ୍ରଦ୍ଧାଳୁମାନେ ଏବେ ବ୍ରହ୍ମଗିରିଠାରେ ଥିବା ଶ୍ରୀଅଲାରନାଥ ଦେବଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି । ଅଣସର ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନଠାରୁ କୋଟି ପୂଣ୍ୟ ଅଧିକ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More