ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର,ବିସ୍ଫୋରଣରେ ଜଳିଗଲା ଅନେକ ଆସବାବପତ୍ର

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) :- ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଳିଗଲା ଅନେକ ଆସବାବପତ୍ର । ପିଲାଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ଅଘଟଣ । କଟକ ଜିଲ୍ଲା ମାହାଙ୍ଗ ବ୍ଲକ ଲଳିତଗିରି ଅଙ୍ଗନବାଡି-୨ କେନ୍ଦ୍ରର ଘଟଣା । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More