ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ କୋଭିଡ କେୟାର ସେଣ୍ଟର ପରିଦର୍ଶନ

14

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ ) : ପୁରୀର ଜଗନ୍ନାଥ କୋଭିଡ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ ହେଲଥ ସେଣ୍ଟର, ଆଇ ଡି ଏଚ କୋଭିଡ ହେଲଥ ହସିପିଟାଲରେ ପୁରୀ ଅଗ୍ନିଶମ ବିଭାଗ ଆସିଷ୍ଟାଣ୍ଡ ଫାଏର ଅଫିସର ପ୍ରଦୀପ ରାଉତଙ୍କ ନେତୃତ୍ବରେ ୫ଜଣିଆ ଟିମ ଏହି ସମସ୍ତ କୋଭିଡ ସେଣ୍ଟରକୁ ଯାଇ ପ୍ରତିକୂଳ ପରିସ୍ଥିତିକୁ କଭଳିସାମନା କରିହେବ ତା ନେଇ ତଦନ୍ତ କରିଥିଲେ । ଏବଂ ଯଦି ନିଆଁ ଲାଗିଲା ତାହେଲେ ପ୍ରାଥମିକ ଭାବରେ କିଭଳି ନିଆଁକୁ ଆୟତ୍ତ କରାଯିବ ଏବଂ ପରବର୍ତ୍ତୀ ସମୟରେ କେଉଁ କାର୍ଯ୍ୟ କରାଯିବ ବିଶେଷକରି ସିକୁରିଟିଗାର୍ଡ ଏବଂ କର୍ମଚାରୀ ମାନଙ୍କୁ ସଚେତନତା କରାଯାଇଥିଲା ।ପୁରୀ ରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More