ଅଗ୍ନିଶମ ଡିଜି ଭାବେ ଦାୟିତ୍ଵ ଗ୍ରହଣ କଲେ ସତ୍ୟଜିତ ମହାନ୍ତି

14

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ଡକ୍ଟର ସତ୍ୟଜିତ ମହାନ୍ତି। ଗୁଇନ୍ଦା ବିଭାଗର ଡିଜି ଥିବା ଆଇପିଏସ ସତ୍ୟଜିତ ମହାନ୍ତି ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ ଗୃହ ବିଭାଗ ତରଫରୁ ୧୯୮୮ ବ୍ୟାଚ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିସହିତ ସେ ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଦାୟିତ୍ୱରେ ମଧ୍ୟ ରହିବେ। ଅଗ୍ନିଶମ ବିଭାଗର ଦାୟିତ୍ୱ ଗ୍ରହଣ ପରେ ସତ୍ୟଜିତ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ଭାରତରେ ସୁନାମ ରହିଛି । ଏହି ଧାରା ଆଗକୁ ବଜାୟ ରଖିବି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More