କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦିପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ଦିଗାମ୍ବର ଭୋଇଙ୍କ ଗତ ୬ତାରିଖ ରାତି ଅଧରେ ନିଆଁ ଲାଗି ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ଏହି ଖବର ପାଇଁ ଦିଲ୍ଲୀର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଂଞ୍ଜ୍ ର ଓଡ଼ିଶା ଦାୟତ୍ୱ ଥିବା ମୁଖ୍ୟ ସୁରେଶ କୁମାରଙ୍କ ନିଦ୍ଧେଶ କ୍ରମେ ଓ ବସୁମାତା ସମ୍ପାଦକ ଗୟାଧର ମହାନ୍ତି ସହାୟତା ୨ଟି ରାସନ କିଟ୍ ,ଗୋଟିଏ ପାଲ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଗୁଂଞ୍ଜ୍ ର ରାଖଲ ମଲ୍ଲିକ୍, ଜଗତସିଂହପୁର ସାଂସଦ ପତିନିଧି ବିମାନ ବିହାରୀ ବେହେରା,ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାସ୍,,ସମିତିସଭ୍ୟ ଜ୍ଞାନପୁର୍ଣ ବେହେରା,ଵିଷ୍ଣୁ ପ୍ରିୟା ପାତ୍ର ,ସନ୍ତୋଷ ରାଉତରାୟ, ରାମ ଶଙ୍କର କାଣ୍ଡି, ପମୁଖ ଉପସ୍ଥିତ ଥିଲେ।ବସୁମାତାର ସମ୍ପାଦକ ଗୟାଧର ମହାନ୍ତି,ସମିତିସଭ୍ୟ ଜ୍ଞାନପୁର୍ଣ ବେହରା ,ବିମାନ ବିହାରୀ ବେହେରା ଓ ଗ୍ରାମବାସୀ ଆମ ସଙ୍ଘର୍ଷ news ରେ ପ୍ରଥମେ ଖବର ପ୍ରସାରଣ କରିଥିବାରୁ ଗୁଞ୍ଜ ଓ ବସୁମାତା ପକ୍ଷରୁ ସହାୟତାର ହାତ ବଢ଼ାଇଥିବାରୁ ଆମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେଇଥିଲେ।ଆମ ସଙ୍ଘର୍ଷ niws ର ପ୍ରୟାସ ଅସହାୟ ଲୋକଙ୍କ ଖବର କୁ ପ୍ରଶାସନ ନିକଟରେ ପହଞ୍ଚାଇବା ସଦାସର୍ବଦା ଯାରିରହିବ। କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।