ଅକ୍ଷୟ ତୃତୀୟାରେ ଆଖିମୁଠି ଅନୁକୂଳ କଲେ ଚାଷୀ

11

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା ଦିବସ | ବିଶେଷ କରି ଏହି ଦିନରେ ଚାଷୀ ଭାଇ ମାନେ ଚାଷ କାମ ଶୁଭାରମ୍ଭ କରିଥାନ୍ତି । ଆଜିର ଏହି ପବିତ୍ର ଦିବସରେ ବିଶେଷ କରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ , ମହାକାଳପଡ଼ା ଏବଂ ଗରଦପୁର ବ୍ଲକରେ ସକାଳୁ ସକାଳୁ ଚାଷୀ ଭାଇମାନେ ଚାଷଜମିକୁ ଯାଇ ପୂଜା ଅର୍ଚ୍ଚନା କରିଛନ୍ତି । ଆନୁଷ୍ଠାନିକ ଭାବେ ଆଜି ଠାରୁ ଚାଷ କାମ ଆରମ୍ଭ ହେବା ସହ ହଳ ବିହନ ବୁଣା କାମ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More