ଗଜପତି (ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା Rmc କାର୍ଯ୍ୟ ଲିୟ ରେ କାର୍ଯ୍ୟ ରତ କର୍ମ ଚରିଙ୍କ ଦୀର୍ଘ ଦିନ ହେଲା ବଦଳି ହୋଇ ନଥିବ ଦେଖିବାକୁ ମିଳିଛି ,ସରକାର ନିୟମ ଅନୁସାରେ ତିନି ବର୍ଷ ପରେ ବଦଳି ହେବ। କଥା କିନ୍ତୁ ଦୀର୍ଘ ଦିନ ହେଲା ବଦଳି ହୋଇ ନପାରିବା ସମସ୍ତଙ୍କୁ ଚକିତ କରିଛି।