ୱ।ନଷ୍ଟପ ସେଣ୍ଟର (ସଖୀ)ର ତୃତୀୟ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ

17

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ମୁଖ୍ୟ ସହର ଭବାନୀପାଟଣା ସ୍ଥିତ ୱ।ନଷ୍ଟପ ସେଣ୍ଟର (ସଖୀ) କଳାହାଣ୍ଡିଶାଖାର ତୃତୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସ୍ଵଧାର ଗୃହର ପରିଚାଳିକା ଶ୍ରୀମତୀ ଜୟଶ୍ରୀ ଦାସ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସ୍ୱେଛାସେବା କଲ୍ୟାଣୀ ଦାଶ ସମ୍ମାନୀତ ଅତିଥି ଭାବରେ ମହିଳାସପୋର୍ଟ ସେଣ୍ଟର ଏସ୍‌ସୂଜା ତା ଶାଗର । ସେହିପରିଜିଲ୍ଲା ମିଳିତ ସାମ୍ବାଦିକ ସଂଘ (K. Z.M.S.S.) ର ସଭାପତି ନାରାୟଣ ପ୍ରସାଦ ନାୟକ ଓ ଉପସଭାପତି ମଧୁସୂଦନ ମହାପାତ୍ର ଯୋଗଦେଇ ଥିଲେ । ଉତ୍ସବର ଆରମ୍ଭରେ ସଖୀ ସେଣ୍ଟର ଶାଖା ପରିଚାଲିକା ବିନିତା ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବବ ୩ ବର୍ଷର ବିବରଣୀ ପାଠ କରିବା ସହ ଶାଖାର ବିଭିନ୍ନ ଦିଗ ଉପରେ ବିସ୍ତାର ରୂପରେ ପ୍ରକାଶ କରି ବର୍ତ୍ତମାନ ସୁଧା ୨୦୯ କେସ ଆସିଥିଲା ସେଥିମଧ୍ୟରୁ ୧୫୦ ଗୋଟି କେସ କୁ ସେଣ୍ଟେର ରେ କାର୍ଯ୍ୟରତ ସମସ୍ତ ସହଯୋଗୀଙ୍କ ସହାୟତାରେ ସମାଧାନ କରାଯାଇଥିବା କହିଥିଲେ। ଅତିଥିମାନେ ନିଜନିଜ ବକ୍ତବ୍ୟ ସେଣ୍ଟର କାର୍ଯ୍ୟକଳାପକୁ ପ୍ରସଂଶା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More