ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଜୀବନ ପାଇଲେ ଗର୍ଭବତୀ ମହିଳା

47

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ ) : ମାଲକାନଗିରି ଜିଲ୍ଲାରେ ରକ୍ତର ଅଭାବ ଦେଖା ଦେଇଥିବା ବେଳେଗତକାଲି ରାତିରେ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟରେ ଜଣେ ଗର୍ଭବତୀ ମହିଳାଙ୍କୁ B+ve ରକ୍ତ ଆବଶକ୍ୟ ଥିଲା । ରକ୍ତ ଅଭାବ ଯୋଗୁଁ ଗର୍ଭବତୀ ମହିଳା ଜଣକ ଗୁରୁତର ହେଇ ପାରନ୍ତି ବୋଲି ଡାକ୍ତର କହିଥିଲେ । ବହୁତ ଖୋଜାଖୋଜି ପରେ ମଧ୍ୟ ରକ୍ତ ଯୋଗାଡ଼ ହେଇପାରିଲା ନାହିଁ । ଏହି ଖବର ଜାଣିବା ପରେ ଯୁବ ରେଡ଼ କ୍ରସ ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁଙ୍କ ସହଯୋଗେରେ ସ୍ୱେଚ୍ଛାସେବୀ ରବି ରାଜେଶ ମାଲକାନଗିରି Daily Market ର ବାସିନ୍ଦା MV.Ashok Kumar ଙ୍କୁ ରକ୍ତଦାନ କରିବାକୁ କହିଥିଲେ । ଆଜି ସକାଳ 6:00 ଘଟିକା ସମୟରେ MV.Ashok Kumar ମେଡିକାଲ ଆସି ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରିଥିଲେ । MV.Ashok Kumar ଙ୍କ ରକ୍ତଦାନ ଦ୍ଵାରା ଜଣଙ୍କର ଜୀବନ ରକ୍ଷା କରିପରିଥିବାରୁ ବହୁତ ଖୁସି ଅନୁଭବ କରୁଛନ୍ତି । ସେ ଆଜି ଠିକ ସମୟରେ ରକ୍ତ ରକ୍ତଦାନ କରିଥିବାରୁ ରୋଗୀର ପରିବାର ଲୋକେ MV.Ashok Kumar ଙ୍କୁ କୃତଜ୍ଞତା ଜଣେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More